ଜମ୍ମୁ-କାଶ୍ମୀରରେ କୋବ୍ରା କମାଣ୍ଡୋ ମୁତୟନ, ଆତଙ୍କୀ ନିପାତ ପାଇଁ କରିବେ କାର୍ଯ୍ୟ

ଓଏଲ୍ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ କୋବ୍ରା କମାଣ୍ଡୋ ମୁତୟନ କରାଯାଇଛି। ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ କୋବ୍ରା କମାଣ୍ଡୋ ମୁତୟନ କରିଛନ୍ତି କେନ୍ଦ୍ର ସରକାର। CRPFର କୋବ୍ରା କମାଣ୍ଡୋ ପାହାଡ଼ି ଓ ଜଙ୍ଗଲ ଯୁଦ୍ଧରେ ପାରଙ୍ଗମ। ଜମ୍ମୁ-କାଶ୍ମୀରରେ ଆତଙ୍କୀ ନିପାତ ପାଇଁ କାର୍ଯ୍ୟ କରିବେ। ବିଶେଷକରି ଡୋଡା, କିସ୍ତୱାର, ରଜୌରୀ, ପୁଞ୍ଚରେ ମୁତୟନ ହେବେ କୋବ୍ରା କମାଣ୍ଡୋ।