Odisha Link
Bridging the Missing Links in Odisha

ଅସହ୍ୟ ତାତିରେ କଟିବନି ବିଦ୍ୟୁତ୍‌, ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଏବର୍ଷ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍‌ କାଟ୍‌ ହେବନି। ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କାଳବୈଶାଖ ପାଇଁ କିଛି ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା। ବିଦ୍ୟୁତ ବ୍ୟାହତ ହେଲେ ତୁରନ୍ତ ସମାଧାନ ହେଉଛି। ବକେୟା ବିଲ୍‌ ଦେଇ ନଥିଲେ ବି ବିଦ୍ୟୁତ କାଟ୍‌ ହେବନି। ଖୁଣ୍ଟି ପଡ଼ିଗଲେ ଅଳ୍ପ ସମୟରେ ସମାଧାନ କରାଯାଉଛି। ଚଳିତ ଥର ଠିକ୍‌ରେ ବିଦ୍ୟୁତ ପରିଚାଳନା ହେଉଛି।

Leave A Reply

Your email address will not be published.