Odisha Link
Bridging the Missing Links in Odisha

ବାସହରାଙ୍କୁ ମିଳିବ ସାହାରା, ଆସନ୍ତା ମାସରେ ୧ ଲକ୍ଷ ଘର ବାଣ୍ଟିବେ ସରକାର

ଓଏଲ୍‌ ବ୍ୟୁରୋ: PMAYରେ ନୂଆ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ସର୍ଭେ ଚାଲିଛି। ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରୁ ଶୁଭାରମ୍ଭ PMAY ସର୍ଭେ ଆରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀ ସାମିଲ ହୋଇଥିଲେ। ଆସନ୍ତା ମାସରେ ୧ ଲକ୍ଷ ଘର ବାଣ୍ଟିବେ ସରକାର। ମେ’ ମାସ ଶେଷ ଯାଏଁ ଆବାସ ସର୍ଭେ ଜାରି ରହିବ। ବର୍ତ୍ତମାନ୍ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀ ସର୍ଭେରେ ସାମିଲ ହୋଇଛନ୍ତି। ସର୍ଭେରେ ଯୋଡ଼ିହେବାକୁ ବ୍ୟାପକ ସଚେତନତା କରାଯାଇଥିଲା। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.