Odisha Link
Bridging the Missing Links in Odisha

ଦିଲ୍ଲୀ ମେୟର ନିର୍ବାଚନ: ବିଜେପିର ବଡ଼ ବିଜୟ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହୋଇଛି ରେଖା ସରକାର। ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁୁପ୍ତା ଶପଥ ନେଇଥିବା ଡବଲ ଇଞ୍ଜିନ ସରକାର ଏବେ ଟ୍ରିପିଲ ଇଞ୍ଜିନରେ ପହଂଚିଛି। ଦିଲ୍ଲୀ ମେୟର ନିର୍ବାଚନରେ ରାଜା ଇକବଲ ସିଂ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ନୂଆ ମେୟର ଭାବେ ରାଜା ଇକବଲ ସିଂ ନିର୍ବାଚିତ ହୋଇଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିଥିଲା ଆମ ଆଦମୀ ପାର୍ଟି(ଆପ୍‌)। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଥିଲା। ଆପ୍‌ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଥିଲା।

Leave A Reply

Your email address will not be published.