Odisha Link
Bridging the Missing Links in Odisha

ଓଏଏସ୍ ସ୍ତରରେ ଅଦଳବଦଳ: ୩ ନୂଆ ତହସିଲଦାର ନିଯୁକ୍ତ

ଓଏଲ୍‌ ବ୍ୟୁରୋ: ଓଏଏସ୍ ସ୍ତରରେ ଅଦଳବଦଳ। ଓଏଏସ୍ କ୍ୟାଡରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଛୋଟ ଅଦଳବଦଳ କରାଯାଇଥିବାବେଳେ ତିନି ଜଣ ନୂତନ ତହସିଲଦାର ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.