କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ…
ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମା ଧମକ ଦେଇଥିବା ଜଣା ପଡିଛି। କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ କ୍ଲିଫ୍ ହାଉସକୁ ବି ଧମକ ମିଳିଥିବା ଜଣା ପଡିଛି। ଘଟଣାସ୍ଥାଳରେ ବମ୍ ସ୍କ୍ବାର୍ଡ ଛାନଭିନ ଆରମ୍ଭ କରିଛନ୍ତି।
ଅନ୍ୟପଟେ, ରବିବାର ଦିନ…