ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ଭିତରକାଠ ପାଖରେ ବାନ୍ତି ପଡ଼ିବାରୁ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଥିବା ଜଣା ପଡିଛି। ମହାସ୍ନାନ ନୀତି ପରେ ସାଧାରଣ ଦର୍ଶନ ସ୍ଵାଭାବିକ ହେବ। ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।