Odisha Link
Bridging the Missing Links in Odisha

ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଅସ୍ଥାୟୀ ଭାବେ ବନ୍ଦ ହେଲା ପର୍ଯ୍ୟଟନସ୍ଥଳ

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଅକାରଣରେ ପର୍ଯ୍ୟଟକଙ୍କୁ ଉପରେ ଆତଙ୍କୀ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି। ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଥିବାବେଳେ ଜମ୍ମୁ ଓ କାଶ୍ମୀରର ୪୮ ପର୍ଯ୍ୟଟନ ସ୍ଥଳ ବନ୍ଦ କରିଦିଆଯାଇଛି। ଅସ୍ଥାୟୀ ଭାବେ ବନ୍ଦ ହେଲା ପର୍ଯ୍ୟଟନସ୍ଥଳ। ଜମ୍ମୁ ଓ କାଶ୍ମୀରର ୮୭ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟି ବନ୍ଦ କରିଦିଆଯାଇଛି। ଆଣ୍ଟି ଟେରର ଅପରେସନ ପାଇଁ ସାମୟିକ ବନ୍ଦ ରଖାଯାଇଛି।

Leave A Reply

Your email address will not be published.