Odisha Link
Bridging the Missing Links in Odisha

ଆୟୁଷ୍ମାନ କାର୍ଡ: ଘରୋଇ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ

ଓଏଲ୍‌ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା। ଗରିବ ଲୋକଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ଏହି ଯୋଜନା। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କଲେ ନୂଆ ସରକାର। ହେଲେ ଏବେ ଅନେକ ସମସ୍ୟା। ନୂଆ କାର୍ଡ ନପାଇ ହଇରାଣ ହେଉଛନ୍ତି ଗୁରୁତର ରୋଗୀ। ଏଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିବା ପରେ ଘରୋଇ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ କଡା ତାଗିଦ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରୋଗୀଙ୍କୁ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଟେକ୍ନିକାଲ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି। ଅଲ୍‌ ଇଣ୍ଡିଆ କାର୍ଡ ହୋଇଥିବାରୁ OTP ସମସ୍ୟା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.