ଏସ୍ଟିଏଫ୍କୁ ସଫଳତା; ଧରାପଡ଼ିଲା ବନ୍ୟପ୍ରାଣୀ ମାଫିଆ

ଓଏଲ୍ ବ୍ୟୁରୋ: ଏସ୍ଟିଏଫ୍କୁ ସଫଳତା ମିଳିଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହାତରେ ବନ୍ୟପ୍ରାଣୀ ମାଫିଆ ଧରାପଡ଼ିଛି। ଡିଲ୍ ବେଳେ କଲରା ପତରିଆ ବାଘ ଛାଲ ସହ ବନ୍ଧୁକ ଜବତ ହୋଇଛି। ଦାରିଙ୍ଗବାଡ଼ି ଘାଟିରେ ଡିଲ୍ ବେଳେ ମାଫିଆକୁ ପୁଲିସ ଗିରଫ କରିଛି।