ମଝି ଚିଲିକାରେ ଫସିଲା ଡ଼ଙ୍ଗା; ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ହନ୍ତସନ୍ତ

ଓଏଲ୍ ବ୍ୟୁରୋ: ପୁଣିଥରେ ଚିଲିକା ମଝିରେ ଫସିଲା ଡଙ୍ଗା। ଚିଲିକା ମଝିରେ ଫସିଥିବା ଡ଼ଙ୍ଗାଟି ସାତପଡ଼ାରୁ ଚିଲିକା ଦେଇ ଜହ୍ନିକୁଦା ଯାଉଥିଲା। ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ପାଇଁ ଡଙ୍ଗାଟି ମଝି ଚିଲିକାରେ ଫସିଛି। ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।