ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ମ୍ୟାନେଜର
![](https://www.odishalink.com/wp-content/uploads/2019/09/vigilance-1.jpg)
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର। କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି।
ବଲାଙ୍ଗିର ମୁଖ୍ୟ ଅଫିସ, ଦଶମତିନଗରସ୍ଥିତ ବାସଭବନର, ନାଲପଡା ସ୍ଥିତ ବାସଭବନ, ଭବାନୀପାଟଣା ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି। ସମ୍ବଲପୁର, ବରଗଡ, ଭବାନୀପାଟଣା, ବଲାଙ୍ଗିରର ୪ଟି ଟିମ୍ ଚଢାଉରେ ସାମିଲ ଅଛନ୍ତି।
Comments are closed.