ବସ୍ ଦୁର୍ଘଟଣା: ୨୦ରୁ ଅଧିକ ଗୁରୁତର
![](https://www.odishalink.com/wp-content/uploads/2024/04/acc-1.jpg)
ଓଏଲ୍ ବ୍ୟୁରୋ: ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍। ୨୦ ଗୁରୁତର ଭାବେ ଆହତ ହୋଇଛନ୍ତି। ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ହୋଇଛି। ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଜୁରେଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।