Odisha Link
Bridging the Missing Links in Odisha

ଦୁର୍ଘଟଣାର ସମ୍ମୁଖୀନ ହେଲା ପୁଲିସ ଗାଡ଼ି, ୯ ଆହତ ହସ୍ପିଟାଲରେ ଭର୍ତ୍ତି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ପୁଲିସ ଗାଡ଼ି ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି। ନିର୍ବାଚନ ଡ୍ୟୁଟିକୁ ଯିବାବେଳେ ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ବାଣୀବିହାର ସତସଙ୍ଗ ପାର୍କ ଆଗରେ ଏହି ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ୯ ମହିଳା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.