ପିଉସୀକୁ ହତ୍ୟା କଲା ପୁତୁରା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅମୁରତୁଲ ଗାଁରେ ସାମନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ପିଉସୀଙ୍କୁ ଠେଙ୍ଗାରେ ପିଟି ପିଟି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ଆକ୍ରମଣ ଦ୍ୱାରା ଘଟଣା ସ୍ଥଳରେ ପିଉସୀଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତକୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
Comments are closed.