Odisha Link
Bridging the Missing Links in Odisha

ମହାକାଳପଡ଼ାରେ ଜିତିଲା ବିଜେପି, ଅତନୁଙ୍କ ପଞ୍ଚମ ପାଳିରେ ଲାଗିଲା ବ୍ରେକ୍

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ମହାକାଳପଡ଼ା ଆସନରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରାସ୍ତ କରିଛନ୍ତି ଦୁର୍ଗା ପ୍ରସନ୍ନ ନାୟକ।

Leave A Reply

Your email address will not be published.