Odisha Link
Bridging the Missing Links in Odisha

ସ୍କୁଲରୁ ହଟିବ ୫-ଟି ବୋର୍ଡ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ମୋହନ ସରକାର। ସରକାର ଗଠନ କରିବାର ଦିନକ ପରେ ରାଜ୍ୟରେ ଲାଗୁ ହୋଇଥିବା ୫-ଟି ଓ ମୋ ସରକାର ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ୫-ଟି ବନ୍ଦ ହେବା ନେଇ ସୂଚନା ଦେଇଥିଲେ। ଏବେ ସ୍କୁଲରୁ ହଟିବ ୫-ଟି ବୋର୍ଡ। ଏନେଇ ମୋ ସ୍କୁଲ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ମୋ ସ୍କୁଲ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ସ୍କୁଲରୁ ହଟିବ ୫-ଟି ବୋର୍ଡ। ଏନେଇ ମୋ ସ୍କୁଲ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଏସ୍‌ଏଚଟି ସ୍କୁଲରୁ ୫-ଟି ବୋର୍ଡ ଉଠାଇବାକୁ ନିର୍ଦ୍ଦେଶ ଦେଇଛି ମୋ ସ୍କୁଲ।

Leave A Reply

Your email address will not be published.