Odisha Link
Bridging the Missing Links in Odisha

କାରଖାନାରେ ଅଘଟଣ: ଚାଲିଗଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳ ରୁଙ୍ଗଟା ମାଇନ୍ସରେ ବଡ ଧରଣର ଅଘଟଣ ଘଟିଛି। ଭୁଶୁଡିଲା ରୁଙ୍ଗଟା ମାଇନ୍ସ ମେକାନିକାଲ ଷ୍ଟ୍ରକଚର। ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଭାବେ ଆହତ ହୋଇଛନ୍ତି।

Leave A Reply

Your email address will not be published.