Odisha Link
Bridging the Missing Links in Odisha

ସମ୍ବଲପୁରରେ ଜଣ୍ଡିସ୍ ଭୟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ସହରରେ ଭୟ ବଢ଼ାଇଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ ହୋଇଛି। ଜିଲ୍ଲାପାଳ ସ୍ଥିତି ନିୟନ୍ତ୍ରଣାଧିନ ଥିବା କହିବା ସହ ପ୍ରଶାସନିକ ସ୍ତରରେ କଣ ଉଦ୍ୟମ କରାଯାଇଛି ତାହା ଜିଲ୍ଲାପାଳ କହିଛନ୍ତି। ଜଳ ବିଶୋଧନ କରି ଛଡାଯାଉଥିବାବେଳେ ସର୍ଭିଲାନ୍ସ ଜାରି ରହିଛି।ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ ପଡା ପଡା ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଭୀମସାର ଡାକ୍ତରୀ ଟିମ୍ ମଧ୍ୟ ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଂଚ କରୁଛନ୍ତି। ଏହି କ୍ରମରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ସହର ଗସ୍ତରେ ଯାଇ ସ୍ତିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.