Odisha Link
Bridging the Missing Links in Odisha

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା, ଜାଣନ୍ତୁ କେଉଁଠି କରିବେ କାମ….

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ମୋହନ ଚରଣ ମାଝୀ ଆଜିଠୁ ଲୋକସେବା ଭବନରେ କାମ କରିବେ। ନୂଆ କାର୍ଯ୍ୟାଳୟରେ କାମ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶପଥ ନେବା ପରଠାରୁ ଅତିଥି ଭବନରେ ବସୁଥିଲେ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇଛି।

Leave A Reply

Your email address will not be published.