Odisha Link
Bridging the Missing Links in Odisha

ତୁଳସୀ କ୍ଷେତ୍ରରେ ରଥଟଣା ବିଭ୍ରାଟ, ଚତୁର୍ଥ ଦିନରେ ଅଟକିଲା ବ୍ରହ୍ମତାଳଧ୍ଵଜ

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ଚତୁର୍ଥ ଦିନରେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିନାହାହନ୍ତି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ। କେନ୍ଦ୍ରାପଡ଼ାର ପ୍ରଭୁ ବଳଦେବଜୀଉଙ୍କ ରଥ ରଥ ନିର୍ମାଣରେ ତ୍ରୁଟି ଅଭିଯୋଗ ମଧ୍ୟ ହୋଇଛି। ବାରମ୍ବାର ବାମ ମୋଡ଼ ନେଉଥିବାରୁ ଅଧିକ ବାଟ ଗଡ଼ିପାରୁନି ରଥ। ଜଗ୍ ସାହାଯ୍ୟରେ ଡାହାଣ ମୋଡ଼ କରାଯାଉଛି। ୪ ଥର ରେଳବାଇ ଜ୍ୟାକ୍‌ ଲାଗି ମଝି ରାସ୍ତାକୁ ଅଣାଯାଉଛି। ଆଜି ବି କେନ୍ଦ୍ରାପଡ଼ାରେ ରଥଟଣା ସଠିକ ଭାବରେ ହୋଇପାରିନି। ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ନୀତି ମଧ୍ୟ ହୋଇପାରିନାହିଁ।

Leave A Reply

Your email address will not be published.