Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: କ୍ବାର୍ଟର ଫାଇନାଲରେ ହାରିଲେ ସାତ୍ତ୍ବିକ-ଚିରାଗ

ଓଏଲ୍‌ ବ୍ୟୁରୋ: ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ଭାରତ ପରାସ୍ତ। ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତୀୟ ଖେଳାଳି ସାତ୍ତ୍ବିକସାଇରାଜ-ଚିରାଗ। ଏଥିସହିତ ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ଭାରତୀୟ ଖେଳାଳି। ଏଥିସହିତ ଦୁଇ ଖେଳାଳିଙ୍କ ଅଲିମ୍ପିକ୍ସ ଯାତ୍ରା ଏଠି ବନ୍ଦ ହୋଇଛି।

ରୋମାଞ୍ଚକର ମ୍ୟାଚରେ ଦମଦାର ବିଜୟ ହାସଲ ମାଲେସିଆ ଖେଳାଳି। ୨-୧ ସେଟ୍‌ରେ ମାଲେସିଆର ସିଆ ଓ ସୋ ଯୋଡ଼ିଙ୍କଠୁ ହାରିଛନ୍ତି ସ୍ବାତ୍ତିକରାଜ ଓ ଚିରାଗ। କ୍ବାର୍ଟର ଫାଇନାଲ ମୁକାବିଲାରେ ହରାଇ ସେମି ଫାଇନାଲ ମୁକାବିଲାରେ ପ୍ରବେଶ କରିଛନ୍ତି।

Leave A Reply

Your email address will not be published.