Odisha Link
Bridging the Missing Links in Odisha

ଅଗଷ୍ଟ ୭ରୁ ନିବେଶକ ସମ୍ମିଳନୀ, ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଓଡ଼ିଶା

ଓଏଲ୍ ବ୍ୟୁରୋ: ଅଗଷ୍ଟ ୭ରୁ ତିନି ଦିନିଆ ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଅଗଷ୍ଟ ୭, ୮ ଓ ୯ ତାରିଖରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ପୁଣେ ଓ ଅହମ୍ମଦାବାଦରେ ଆୟୋଜିତ ହେବ। ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଯୋଗଦେବେ। ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ଓ ଗୋଲ ଟେବୁଲ୍ ବୈଠକ କରାଯିବ। ଏହି ସମ୍ମିଳନୀରେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ ଯୋଗ ଦେବେ। ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.