ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ବଡ଼ ଝଟକା, ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ
![](https://www.odishalink.com/wp-content/uploads/2024/08/AP08_06_2024_000174A-1-750x430.jpg)
ଓଏଲ୍ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ ଓଜନ ହୋଇଥିବାର ସୂଚନା ରହିଛି।