Odisha Link
Bridging the Missing Links in Odisha

ଖୁବଶୀଘ୍ର ୩ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ସରକାରୀ କଲେଜ: ଉଚ୍ଚଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ନବମ ଦିବସ। ବିଧାନସଭା ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏସବୁ ଭିତରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ କ୍ରୀଡ଼ା, ଉଚ୍ଚଶିକ୍ଷା ତଥା ଭାଷା,ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ୍। ସେ କହିଛନ୍ତି, ରାଜ୍ୟର ୩ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା ହେବ। ମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଝାରସୁଗୁଡାରେ ସରକାରୀ କଲେଜ ନାହିଁ। ସରକାର ଖୁବଶୀଘ୍ର ଏହି ୩ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି।

Leave A Reply

Your email address will not be published.