Odisha Link
Bridging the Missing Links in Odisha

୪୪୮ ଜଣ ପୁଲିସଙ୍କୁ ବଦଳି ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପୁଲିସରେ ସବୁଠୁ ବଡ଼ ଧରଣର ଅଦଳବଦଳ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଇଲାକାରେ ରେକର୍ଡ ସଂଖ୍ୟକ ୪୪୮ ଜଣ ପୁଲିସ ହାବିଲଦାର ଓ କନେଷ୍ଟବଳଙ୍କ ବଦଳି କରାଯାଇଛି। ଏନେଇ କମିଶନରେଟ ପୁଲିସ ପକ୍ଷରୁ ସୂଚନା ଜାରି ହୋଇଛି। ପୂର୍ବରୁ ହୋଇଥିବା ବଦଳି ମଧ୍ୟରେ ପୁଲିସ ବିଭାଗର ଏହା ସବୁଠୁ ବଡ଼ ବଦଳି ବୋଲି କୁହାଯାଇପାରେ। ତେବେ ଜାଣନ୍ତୁ କେଉଁ ଅଂଚଳକୁ କିଏ ହେଲେ ବଦଳି…

Leave A Reply

Your email address will not be published.