Odisha Link
Bridging the Missing Links in Odisha

ଗଣେଶ ବିସର୍ଜନ ବେଳେ ଅଘଟଣ, ଦୁଇ ଛାତ୍ରଙ୍କ ମିଳୁନି ପତ୍ତା

ଓଏଲ୍‌ ବ୍ୟୁରୋ: ଗଣେଶ ବିସର୍ଜନ ବେଳେ ଅଘଟଣ। ମୟୂରଭଞ୍ଜ-ବାରିପଦା ସଦର ଥାନା ଅନ୍ତର୍ଗତ ହେମଚନ୍ଦ୍ରପୁର ୱାର୍ଡ ନଂ ୨୭ରେ ଅଘଟଣ ହୋଇଛି। ଗଣେଶ ମୂର୍ତ୍ତି ଭସାଣ ବେଳେ ସୁବର୍ଣ୍ଣରେଖା କେନାଲରେ ୪ଜଣ ଛାତ୍ର ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ୨ଜଣଙ୍କୁ ଉଦ୍ଧାର କରିଛନ୍ତି। ନିଖୋଜ ୨ ଜଣଙ୍କୁ ଖୋଜାଖୋଜି ଚାଲିଛି ।

Leave A Reply

Your email address will not be published.