Odisha Link
Bridging the Missing Links in Odisha

ବଦଳିଲା ‘ମୋ ସ୍କୁଲ’ ନାଁ, ଏବେଠୁ ଏହି ନାମରେ ହେବ ପରିଚାଳିତ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ବଦଳାଇଲେ ମୋ ସ୍କୁଲ ଅଭିଯାନର ନାମ। ବିଧିବଦ୍ଧ ଭାବେ ଗଣଶିକ୍ଷା ବିଭାଗ ପକ୍ଷରୁ ‘ମୋ ସ୍କୁଲ’ ଅଭିଯାନ’ ନାଁ ବଦଳାଯାଇଛି। ଆଜିଠୁ ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ନାମରେ ପରିଣତ ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚଳିତ ବର୍ଷ ବଜେଟରେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ପାଇଁ ୩୩୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

Leave A Reply

Your email address will not be published.