Odisha Link
Bridging the Missing Links in Odisha

ଭୟ ବଢ଼ାଇଛି ଜଳକା ନଦୀ, ବିପଦ ସଂକେତ ଟପିଲା ଜଳସ୍ତର

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ବସ୍ତା ମଥାନୀଠାରେ ବିପଦ ସଙ୍କେତ ଡେଇଁଲା ଜଳକା ନଦୀର ଜଳସ୍ତର। ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ହୋଇଥିବାବେଳେ ଏବେ ୬.୬୭ ମିଟରରେ ଜଳ ପ୍ରବାହିତ ହେଉଛି। ଦୁଇ ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଅଂଚଳରେ ଭୟ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.