Odisha Link
Bridging the Missing Links in Odisha

ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ ମୋହର, ୨୧୦୪ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଓଏଲ୍‌ ବ୍ୟୁରୋ: ଭାରତ ନୂଆ ଚନ୍ଦ୍ର ମିଶନ ପାଇଁ ଆରମ୍ଭ କରିଛି ପ୍ରସ୍ତୁତି। ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ ମୋହର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମିଳିଛି ସବୁଜ ସଙ୍କେତ। ଏଥିସହିତ ଚନ୍ଦ୍ରଯାନ-୪ ମିଶନ ପାଇଁ ୨୧୦୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

Leave A Reply

Your email address will not be published.