Odisha Link
Bridging the Missing Links in Odisha

୪ ହଜାର କଫ ସିରପ୍ ଜବତ, ୧୮ ଗିରଫ

ଓଏଲ୍‌ ବ୍ୟୁରୋ: ବରଗଡ଼ ପୁଲିସକୁ ସଫଳତା। ୪ ହଜାରରୁ ଊର୍ଦ୍ଧ୍ବ କଫ୍‌ ସିରପ୍ ଜବତ କରାଯାଇଛି। ବାରମ୍ବାର କଫ୍‌ ସିରପ୍ ଜବତ ଏକ ଚିନ୍ତାର କାରଣ ପାଲଟିଥିବାବେଳେ ଏବେ ପୁଲିସ ସବୁଠି ଚଢ଼ାଉ ଜାରି କରିଛି। ପିକଅପ୍ ଭ୍ୟାନ୍‌ରେ ଚାଲାଣ ବେଳେ ପୁଲିସ ୪ ହଜାରରୁ ଊର୍ଦ୍ଧ୍ବ କଫ୍‌ ସିରପ୍ ଜବତ ଜବତ କରିଛି। ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏନେଇ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.