Odisha Link
Bridging the Missing Links in Odisha

ବିଡିଓ ସ୍ତରରେ ଅଦଳବଦଳ, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ନିଯୁକ୍ତି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ବିଡିଓ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି। ବିଜ୍ଞପ୍ତି ଅନୁସାରେ ତହସିଲଦାର ସ୍ତରରେ ଥିବା ଜୁନିୟର ପାହ୍ୟାର ଓଏଏସ୍ ଅଫିସରଙ୍କ ବଦଳି ହୋଇଛି।

ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ନିଯୁକ୍ତି…

ଚନ୍ଦ୍ରମଣି ନାଗ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି ହୋଇଛନ୍ତି। ସେହିପରି ଆକାଶ ପଣ୍ଡା ହେଲେ ଆଠଗଡ଼ ବିଡିଓ। ରାହୁଲ ମଣ୍ଡଳ ହେଲେ ଢେଙ୍କାନାଳ ସଦର ବିଡିଓ। ସାଗର ଚନ୍ଦ୍ର ମୁର୍ମୁ ହେଲେ ମୟୂରଭଞ୍ଜ ବିଷୋଇ ବିଡିଓ। କଲ୍ୟାଣ ସୌରଭ ଦାଶ ହେଲେ ହିନ୍ଦୋଳ ବିଡିଓ। ଅବନ୍ତିକା ସାହୁଙ୍କୁ ଯାଜପୁର କୋରେଇ ବିଡିଓ ଭାବେ ବଦଳି କରାଯାଇଛି।

 

Leave A Reply

Your email address will not be published.