Odisha Link
Bridging the Missing Links in Odisha

ଚିତ୍ରକୋଣ୍ଡା: ୧ ଟନ୍ କଇଁଛ ଜବତ, ୨ ଗିରଫ

ଓଏଲ୍‌ ବ୍ୟୁରୋ: ଚିତ୍ରକୋଣ୍ଡାରେ କଇଁଛ ଚାଲାଣ ବେଳେ ବନ ବିଭାଗ ତାକୁ କାବୁ କରିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗ ୧ ଟନ୍ କଇଁଛ ଜବତ କରିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଚାଲାଣ ବେଳେ ୧ ଟନ୍ କଇଁଛ ଜବତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ୩୫ଟି ବସ୍ତାରେ କଇଁଛ ଗୁଡ଼ିକୁ ପ୍ୟାକ୍ କରି ଚାଲାଣ କରାଯାଉଥିବାବେଳେ ବନ ବିଭାଗ କାବୁ କରିଛି।

Leave A Reply

Your email address will not be published.