Odisha Link
Bridging the Missing Links in Odisha

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ, ଚାଲିଗଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣଙ୍କ ପରିଚୟ ମିଳି ନଥିବା ବେଳେ ଅଗ୍ନିଶମ ବିଭାଗ ଦ୍ଵାରା ପୁଷ୍କରିଣୀରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପୁରୀ ସଦର ଡାକ୍ତରଖାନା ପଠାଯାଇଥିବା ବେଳେ କୁମ୍ଭରପଡା ଥାନା ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି କରିଛି।

Leave A Reply

Your email address will not be published.