Odisha Link
Bridging the Missing Links in Odisha

ଜାଲରେ ପଡ଼ିଲେ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ। ୭ ହଜାର ନେଲା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ। ମନରେଗା କାର୍ଯ୍ୟ ବିଲ କରାଇଦେବାକୁ ଲାଞ୍ଚ ନେଉଥିଲେ। ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଏବେ ପୁଣି ଟଙ୍କା ନେଉଥିଲେ।

Leave A Reply

Your email address will not be published.