Odisha Link
Bridging the Missing Links in Odisha

ନର୍ଲା ପଞ୍ଚାୟତ ସମିତି ନିର୍ବାଚନ ମାମଲା: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ଖାଲି ପଡ଼ିଥିବା ସମିତି ସଭ୍ୟ ଓ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାନି ବିଜ୍ଞପ୍ତି ଜାରି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଥମେ ସମିତି ସଭ୍ୟ, ପରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଘଟଣାର ଆପତ୍ତି ନେଇ ମାମଲା ହୋଇଥିଲା। ହାଇକୋର୍ଟ ଆବେଦନର ବିଚାର କରି ରୋକ ଲଗାଇଥିଲେ।

Leave A Reply

Your email address will not be published.