Odisha Link
Bridging the Missing Links in Odisha

ମୋଦିଙ୍କ ପୂଜା ଭେଟି, ୨୦୨୮ ପର୍ଯ୍ୟନ୍ତ ମାଗଣା ଚାଉଳ

ଓଏଲ୍‌ ବ୍ୟୁରୋ: ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ। କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ଯୋଜନାର ଅବଧି ବୃଦ୍ଧି ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ପ୍ରଦାନ କରିଛନ୍ତି। ଆହୁରି ୫ ବର୍ଷ ମାଗଣା ଚାଉଳ ଦେବାକୁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ। ଅର୍ଥାତ ୨୦୨୮ ଯାଏଁ ମଗଣା ଚାଉଳ କେନ୍ଦ୍ର ଯୋଗାଇବେ। କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ଏନେଇ ସୂଚନା ଜାରି ହୋଇଛି।
Leave A Reply

Your email address will not be published.