Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି, ବନ୍ଧା ହେଲେ ପଞ୍ଚାୟତିରାଜ ବାବୁ

ଓଏଲ୍‌ ବ୍ୟୁରୋ: ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି। ବନ୍ଧା ହେଲେ ପଞ୍ଚାୟତିରାଜ ବାବୁ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟକ୍ତିଗତ ସଚିବ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟକ୍ତିଗତ ସଚିବ ରମେଶ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ରମେଶଙ୍କ ଆୟ ଠାରୁ ୧୨୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଛି।

Leave A Reply

Your email address will not be published.