Odisha Link
Bridging the Missing Links in Odisha

୪ ଘଣ୍ଟା ପାଇଁ ଏହି ସବୁ ରୁଟ୍‌ରେ ଗଡ଼ିବନି ମୋ ବସ୍

ଓଏଲ୍‌ ବ୍ୟୁରୋ: ମୋ ବସ୍‌ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଆଜି ଦିନ ବେଳା ୪ ଘଣ୍ଟା ପାଇଁ ରାସ୍ତାରେ ଗଡ଼ିବନି ମୋ ବସ୍। ପରିବହନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଯାନ ଯାଞ୍ଚ ହେତୁ ଗଡ଼ବିନ ମୋ ବସ୍। ଏନେଇ ଆଜି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅପରାହ୍ନ ୧୨ ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ୨୧ଟି ରୁଟ୍‌ରେ ଗଡ଼ବନି ମୋ ବସ୍। ୪ ଘଣ୍ଟା ପାଇଁ ୨୦,୨୧, ୨୨ଏ, ୨୪,୨୫,୨୬,୩୦,୩୨,୩୫,୩୭,୩୮,୪୦,୪୧,୪୨,୪୪,୪୫,୪୬,୪୮,୬୩,୬୪ ଏବଂ ୮୨ ରୁଟ୍‌ରେ ମୋ ବସ୍‌ ସେବା ପ୍ରଭାବିତ ହୋଇପାରେ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.