Odisha Link
Bridging the Missing Links in Odisha

୨୯ରୁ ୩ ଦିନିଆ ଡିଜିପି ସମ୍ମିଳନୀ, ଆଇନଶୃଙ୍ଖଳା ସ୍ଥିତିର ହେବ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୯ ତାରିଖରୁ ଭୁବନେଶ୍ବରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆୟୋଜିତ ହେବ। ଏହି ସମ୍ମିଳନୀରେ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଯୋଗଦେବେ। ସମ୍ମିଳନୀରେ ମାଓ ମୁକାବିଲା, ଆଇନଶୃଙ୍ଖଳା ଆଲୋଚନା ହେବ। ତେବେ ହିଁ ସମୟରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ଡିଜିପି ସମ୍ମିଳନୀ ଯୋଗ ଦେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେବାର ସମ୍ଭାବନା ରହିଛି।

Leave A Reply

Your email address will not be published.