Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ମାଓବାଦୀ ନିପାତ

ଓଏଲ୍‌ ବ୍ୟୁରୋ: ବାଲିଗୁଡ଼ାରେ ମାଓବାଦୀ-ପୁଲିସ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି। ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତ ସେସାର ଗାଁରେ ଏନକାଉଣ୍ଟର। ଏସଓଜି, ଡିଭିଏଫ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ପକ୍ଷରୁ କମ୍ବିଂ ଅପରେସନ୍ କରାଯାଇଛି। କମ୍ବିଂ ଅପରେସନରେ ମାଓବାଦୀ ନିହତ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ମୃତ ମାଓବାଦୀ KKBN ଡିଭିଜନର ବରିଷ୍ଠ ସଦସ୍ୟ ବୋଲି ଜଣା ପଡିଛି।

Leave A Reply

Your email address will not be published.