Odisha Link
Bridging the Missing Links in Odisha

ସେନା ଗାଡ଼ିକୁ ଆକ୍ରମଣ, ସର୍ଚ୍ଚ ଅପରେସନ୍ ଜାରି

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡ଼ିକୁ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଖନୁର୍‌ ସେକ୍ଟର ନିକଟରେ ଯାଉଥିବା ବେଳେ ଗୁଳିମାଡ଼ ହୋଇଛି। ତେବେ ଏହି ଘଟଣାରେ କେହି ଯବାନ ଆହତ ହୋଇନଥିବା ସୂଚନା ରହିଥିବାବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Leave A Reply

Your email address will not be published.