Odisha Link
Bridging the Missing Links in Odisha

ବନ୍ଦ ହେବ ବେଆଇନ ଗୋରୁ ଚାଲାଣ, କମିଟି ଗଠନ କଲେ ସରକାର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ଗୋରୁ ଚୋରା ଚାଲାଣ। ଗୋ-ଚାଲାଣ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଗୋ-ସୁରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଗୋ-ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ସ୍ଥିର ହୋଇଛି। ଉପମୁଖ୍ୟମନ୍ତ୍ରୀ ଓ ୫ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ପୁଲିସ ଡିଜି ମଧ୍ୟ ଗୋ ସୁରକ୍ଷା କମିଟିରେ ସାମିଲ ଅଛନ୍ତି।

Leave A Reply

Your email address will not be published.