Odisha Link
Bridging the Missing Links in Odisha

ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା। ମହିଳାଙ୍କ ପାଇଁ ନୂଆ ଏବଂ ଯୁଗାନ୍ତକାରୀ ପଦକ୍ଷେପ ହେବ। ୯ ଦିନ ବ୍ୟାପୀ ସୁଭଦ୍ରା ଶକ୍ତି ମେଳା ହେବ। ଏଥିରେ ଯୋଗ ଦେବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ମହିଳାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସୁଭଦ୍ରା ଶକ୍ତି ମେଳା ହେବ। କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସୁଭଦ୍ରା ଶକ୍ତି ମେଳା ହେବ। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯିବ। ହସ୍ତଶିଳ୍ପ, ଟେରାକୋଟା ଭଳି ବିଭିନ୍ନ ସାମଗ୍ରୀ ମଧ୍ୟ ପ୍ରଦର୍ଶନ କରାଯିବ।

Leave A Reply

Your email address will not be published.