ଜୁଆ ଆଡ୍ଡା ଉପରେ ଚଢାଉ
ବ୍ରହ୍ମପୁର: ବ୍ରହ୍ମପୁର ଟାଉନ୍ ଥାନ ପୋଲିକୁ ମିଳିଛି ବଡ଼ ସଫଳତା। ଭୀମରାଓପେଟା ସାହିରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଚଢାଉ ବେଳେ ୧୫ ଜୁଆଡି ଗିରଫ ହୋଇଛନ୍ତି।
ସେମାନଙ୍କ ନିକଟରୁ ୭ ଲକ୍ଷ ୬୮ ହଜାର ୭୧୦ଟଙ୍କା ଜବତ ହୋଇଛି। ଏହାସହ ୧୬ଟି ମୋବାଇଲ୍ ଫୋନ୍ ଓ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି।
Comments are closed.