ନିଖୋଜ ଛାତ୍ରୀ ଉଦ୍ଧାର
![](https://www.odishalink.com/wp-content/uploads/2019/11/girl.jpg)
ଭଂଜନଗର : ପିପିଲିର ଏକ ସ୍କୁଲରୁ ଜଣେ ୮ମ ଶ୍ରେଣି ଛାତ୍ରୀ ନିଖୋଜ ଥିଲେ । ସେ ୨ମାସ ତଳୁ ସ୍କୁଲରୁ ସେ ନକୋଜ ଥିଲେ । ଶିକ୍ଷୟିତ୍ରୀ ଛାତ୍ରୀ ଜଣଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଟୁଇଟ କରି ଜଣାଇଥିଲେ । ତାପରେ ଛାତ୍ରୀ ଜଣଙ୍କ ବିବାହ କରି ତାଙ୍କ ଶାଶୁଘରେ ଥିବା ସମୟରେ ପ୍ରଶାସନ ଉଦ୍ଧାର କଲା । ବଡ଼ଗଡ଼ ଥାନାଅଧିକାରୀ ଓ ସୋରଡ଼ା ଏସଡିପିଓ ଛାତ୍ରୀ ଙ୍କୁ ଉଦ୍ଧାର କରିଥିଲେ ।
Comments are closed.