ହାଇଦ୍ରବାଦ୍ ଏନକାଉଣ୍ଟର: ପୁଲିସ ଉପରେ ପୁଷ୍ପବର୍ଷା କରି କୃତଜ୍ଞତା ଜଣାଇଲେ ଜନତା
![](https://www.odishalink.com/wp-content/uploads/2019/12/Hydrabad...jpg)
ହାଇଦ୍ରାବାଦ: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ଦୁଷ୍କର୍ମ ହୋଇଥିବା ସ୍ଥାନରେ ଆଜି ପୁଲିସ ପହଞ୍ଚିବା ପରେ ଲୋକମାନେ ଏକଜୁଟ ହୋଇଥିଲେ।
Hyderabad: Locals had showered rose petals on Police personnel at the spot where accused in the rape and murder of the woman veterinarian were killed in an encounter earlier today pic.twitter.com/66pOxK1C2b
— ANI (@ANI) December 6, 2019
ସେଠାରେ ଉପସ୍ଥିତ ଜନତା ‘ପୁଲିସ ଜିନ୍ଦାବାଦ’ର ନାରା ଦେଇଥିଲେ। ଏମତିକି ଦୁଷ୍କର୍ମ ହୋଇଥିବା ସ୍ଥାନ ଏବଂ ପୁଲିସ ଉପରେ ଫୁଲ ପକାଇଥିଲେ ଲୋକମାନେ। ମୃତ ଡାକ୍ତରଙ୍କ ପଡ଼ୋଶୀ ମଧ୍ୟ ଆଜି ପୁଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ବାଣ୍ଟିଛନ୍ତି।
Hyderabad: Neigbours of the woman veterinarian, tie rakhi to Police personnel after the four accused were killed in an encounter earlier today pic.twitter.com/ltNsBLOPO6
— ANI (@ANI) December 6, 2019
Comments are closed.