ଆଉ ଦାରୁଠେଙ୍ଗରେ ପଡ଼ିବନି ଅଳିଆ
ଭୁବନେଶ୍ବର: ଦାରୁଠେଙ୍ଗରେ ଆଉ ଅଳିଆ ଆବର୍ଜନା ପଡିବନାହିଁ। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ବର ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଖୋଲାଯାଇଛି। ୬ରୁ ୮ ମାସରେ ଏସବୁ ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ କରାଯିବ। କାର୍ଯ୍ୟକ୍ଷମ ପରେ ବାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ଅଳିଆ ପଡିବନି। ଦାରୁଠେଙ୍ଗରେ ଥିବା ଅଳିଆ ବାୟୋମାଇନିଂ କରାଯାଇ ରିସାଇକ୍ଲିଂ କରାଯିବ।
Comments are closed.