କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ
ଭୁବନେଶ୍ୱର: ଜେଏନୟୁ ହିଂସାକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏନେଇ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜେଏନୟୁରେ ଗୁଣ୍ଡାରାଜ ଚାଲିଛି । ଦୁର୍ବୃତ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିବା ସହ ଜେଏନୟୁ ପାଇଁ ପ୍ରତିବାଦର ସ୍ୱର ଉଠାଇବା ପାଇଁ ଛାତ୍ର ସମାଜକୁ ଆହ୍ୱାନ ଦେଇଛନ୍ତି ।
Comments are closed.