ଟିମ ଇଣ୍ଡିଆର ସୁପର ଫ୍ୟାନଙ୍କ ପରଲୋକ

ମୁମ୍ବାଇ : ଟିମଇଣ୍ଡିଆର ସୁପର ଫ୍ୟାନ ଚାରୁଲତା ପଟେଲଙ୍କର ପରଲୋକ ହୋଇଯାଇଛି । ସେ ୨୦୧୯ରେ ହୋଇଥିବା ୱାଲଡ କପରେ ନଜର ଆସିଥିଲେ । ଚାରୁଲତା ହୁଇଲ ଚେୟାରରେ ବସି କ୍ରିକେଟ ଖେଳ ଦେଖିବାକୁ ଆସିଥିଲେ ଓ ତାଙ୍କର କ୍ରିକେଟ ପ୍ରତିଥିବା ଭଲ ପାଇବା ଦେଖିବାକୁ ମିଳିଥିଲା । ଗତ ୧୩ ତାରିଖ ସନ୍ଧ୍ୟା୫.୩୦ ରେ ତାଙ୍କର ମୃତୁ ହୋଇଥିଲା । ସେତେବେଳେ ତାଙ୍କୁ ୮୭ବୟସ ହୋଇଥିଲା ।
#TeamIndia's Superfan Charulata Patel ji will always remain in our hearts and her passion for the game will keep motivating us.
May her soul rest in peace pic.twitter.com/WUTQPWCpJR
— BCCI (@BCCI) January 16, 2020
ପଟେଲଙ୍କ ପରଲୋକରେ ବିସିସିଆଇ ତରଫରୁ ଟୁଇଟ କରି ଦୁଃଖପ୍ରକାଶ କରିବା ସହିତ ଚାରୁଲତା ସେମାନଙ୍କୁ ଖେଳିବା ପାଇଁ ସାହାସ ଦେଉଥିଲେ ତାହା କହିଛି ।
Comments are closed.